Breaking News

ଆଜି ରାତି ଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ଏହି ରାଶିର ଭାଗ୍ୟ ଚମକିବ ଶନିଦେବ ଙ୍କ କୃପାରୁ ଧନର ବର୍ଷା ହେବ


ଜ୍ୟୋତିଷୀଙ୍କ ଅନୁସାରେ ଯେତେବେଳେ ଗ୍ରହମାନଙ୍କ ସ୍ଥାନ ପରିବର୍ତ୍ତନ ହୋଇଥାଏ ତେବେ ତାହାର ପ୍ରଭାବ ମନୁଷ୍ୟର ଜୀବନରେ ଦେଖିବାକୁ ମିଳିଥାଏ । କିନ୍ତୁ ଆମକୁ ଏହା ବିଷୟରେ କିଛି ଜଣା ନ ଥାଏ । ଯାହା ଦ୍ଵାରା ଆମମାନଙ୍କ ସହିତ ବିଭିନ୍ନ ପ୍ରକାରର ଘଟଣା ଓ ଦୁର୍ଘଟଣା ଘଟିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ନିଶ୍ଚିତ ରୂପରେ ପଡିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଶନିଗ୍ରହ ବିଷୟରେ କହିବାକୁ ଯାଉଛୁ ।

ହିନ୍ଦୁ ଧର୍ମ ଅନୁସାରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି । ଶନିଦେବଙ୍କ ପ୍ରକୋପ ଯେତେ ଅଧିକ ହୋଇଥାଏ ତାହା ଠାରୁ ଅଧିକ ସେ ଲୋକମାନଙ୍କୁ ଖୁସି ଦିଅନ୍ତି ।

ଯେତେବେଳେ ଶନିଦେବ କାହା ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେହି ସମୟ ବହୁତ ଶୁଭ ହେବାକୁ ଲାଗିଥାଏ । ଶନିଦେବ କାହାର ଶତ୍ରୁ ନୁହନ୍ତି । ସେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି । ଯିଏକି ସମସ୍ତଙ୍କ ସହ ନ୍ୟାୟ କରନ୍ତି । କିନ୍ତୁ ଯିଏ ଅନ୍ୟାୟ କରେ ତାକୁ ଶନିଦେବ ନିଶ୍ଚିତ ଦଣ୍ଡ ଦିଅନ୍ତି । ଯାହାକୁ ଜ୍ୟୋତିଷ ଭାଷାରେ ଶନି ଦଶା ପଡିଛି ବୋଲି କୁହାଯାଏ । ଏମିତିରେ ଜ୍ୟୋତିଷୀଙ୍କ ଗଣନା ଅନୁସାରେ ଆଜି ଠାରୁ ଭଗବାନ ଶନିଦେବ ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ରାଶିମାନଙ୍କ ଉପରେ ପ୍ରସନ୍ନ ରହିବେ ।

ଯାହା ଦ୍ଵାରା ଏହି ରାଶିଯୁକ୍ତ ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିଯିବ । ଏହା ସହିତ ଶନିଦେବଙ୍କ କୃପାରେ ଧନ ଆଗମନର ବିଭିନ୍ନ ରାସ୍ତା ଆପଣଙ୍କ ସାମ୍ନାକୁ ଆସିବ । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଯେଉଁମାନେ ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ପୃଥିବୀର ସବୁଠୁ ସୁଖୀ ବ୍ୟକ୍ତି ହେବାକୁ ଯାଉଛନ୍ତି ।

ମେଷ ରାଶି

ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଗୁଡିକ ଉପରେ ଶନିଦେବଙ୍କ କୃପା ବର୍ଷିବାର ଅଛି । ଏମାନଙ୍କୁ ଧନର କୌଣସି ଅଭାବ ଦେଖା ଯିବ ନାହିଁ । ଏଥିପାଇଁ ଆପଣଙ୍କୁ ଶନିଦେବଙ୍କ ଉପରେ ବିଶ୍ଵାସ ରଖିବାକୁ ହେବ ।

ସିଂହ ରାଶି

ଶନିଦେବଙ୍କ କୃପା ଏହି ରାଶି ଗୁଡିକ ଉପରେ ସର୍ବଦା ରହିବ । ଯାହା ଦ୍ଵାରା ଏମାନଙ୍କର ଆତ୍ମବିଶ୍ଵାସ ଦ୍ଵିଗୁଣା ହୋଇଯିବ । ଏହା ସହିତ ଏମାନଙ୍କୁ ନିଜର ପୁରା ଧ୍ୟାନ ନିଜର କର୍ମ ଉପରେ ରଖିବାକୁ ହେବ ଓ କଠିନ ପରିଶ୍ରମ ବି କରିବାକୁ ହେବ ଯାହା ଦ୍ଵାରା ଏମାନେ ସଫଳତା ନିଶ୍ଚିତ ପାଇବେ ।

କନ୍ୟା ରାଶି

ଭଗବାନ ଶନିଦେବ ଆପଣଙ୍କ ଭାଗ୍ୟକୁ ବଦଳି ଦେବେ । ଏହା ସହିତ ଆପଣ ନିଜର ଜୀବନସାଥି ସହ ବି ସମୟ ବ୍ୟତୀତ କରିବେ । ଯଦି ଆପଣ ଅବିବାହିତ ଅଛନ୍ତି ତେବେ ବିବାହର ପ୍ରସ୍ତାବ ମିଳିବ ।

ତୁଳା ରାଶି

ସଫଳତା ଆପଣଙ୍କ ପାଖରେ ପହଞ୍ଚିସାରିଛି । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଏହା ସହ ଅଯଥା କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ । ଶନିଦେବଙ୍କର ପୂଜା ଓ ଆରାଧନା କରନ୍ତୁ ।

କର୍କଟ ରାଶି

ଶନିଦେବଙ୍କ କୃପାରୁ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ଓ ଚିନ୍ତା ବି କରିବାକୁ ପଡିବ ନାହିଁ । ଧନର ମଧ୍ୟ କୌଣସି ଅଭାବ ଦେଖାଯିବ ନାହିଁ ।

କୁମ୍ଭ ରାଶି

ଶନିଦେବଙ୍କ କୃପାରେ ପରିବାରର ସୁଖ ସମୃଦ୍ଧି ଆସିବ । ନୂଆ ଯାନ ବାହନ ଇତ୍ୟାଦି ବି କ୍ରୟ କରି ପାରନ୍ତି । ଜୀବନସାଥିଙ୍କ ସହ ଭଲ ସମୟ ବ୍ୟତୀତ କରିବେ । ଆଜି ରାତିରେ ହିଁ ଏହି ରାଶିମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Type and hit Enter to search

Close