Breaking News

ଆଜିର ରାଶିଫଳ, ୧୨ ଡିସେମ୍ବର ୨୦୨୫ ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି: ଆଜି ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିପାରେ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। କପଡ଼ା ବ୍ୟାପାର କରୁଥିବା ବ୍ୟାପାରୀଙ୍କୁ ଗ୍ରାହକଙ୍କ ଠାରୁ ଅଧିକ ଲାଭ ହେବାର ଅଛି। ଆଜି ଦିନଟି ଆପଣଙ୍କ ପାଇଁ ନୂଆ ରୋମାନ୍ସ ନେଇକି ଆସିବ, ଯାହା ଆପଣଙ୍କୁ ଖୁସିମୟ କରିଦେବ। ବ୍ୟାପାରରେ ଫାଇଦା ହେବ। ରାଜନୀତି ସହ ଜଡିତ ଲୋକଙ୍କର ଚିହ୍ନା ପରିଚୟ ଅଧିକାରୀଙ୍କ ସହ ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହ ଫୋନରେ ବାର୍ତ୍ତାଳାପ ହୋଇପାରେ।

ବୃଷ ରାଶି: ଆଜି କିଛି ନୂଆ କାମ ଆରମ୍ଭ କରିବାର ବିଚାର କରିବେ। ଅଧିକାରୀଙ୍କ ବ୍ୟବହାରରେ ମନ ବ୍ୟଥିତ ହେବ। ଭବନ ସମ୍ବନ୍ଧିତ କିଛି ନିଷ୍ପତ୍ତି ନେଉଥିଲେ ପରିବାର ଲୋକଙ୍କ ରାୟ ନିଶ୍ଚୟ ନିଅନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଭେଟ ବା ଫୋନରେ ଆଲୋଚନା ହୋଇପାରେ। କାମକାର୍ଯ୍ୟରେ ଆପଣ ସଫଳ ହେବେ। ଶିକ୍ଷକଙ୍କ ପାଇଁ ଆଜି ଦିନଟି ବେହତର ରହିବାର ଅଛି। ଖର୍ଚ୍ଚ ବଢ଼ିପାରେ, ତେଣୁ ନିଜର ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ଅଯଥା ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ।

ମିଥୁନ ରାଶି: ଆଜି ଆପଣଙ୍କୁ ନିଜର କ୍ରୋଧ ଓ ସ୍ୱଭାବଗତ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାର ଅଛି। ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରିବାର ଦରକାର ନାହିଁ। ଅନ୍ୟ ପ୍ରତି ସହାନୁଭୂତି ଦେଖାଇବାକୁ ଯାଇ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଆଜି ପ୍ରତିଯୋଗିତାରେ ଷ୍ଟେପ୍ ନେବେ। ଆପଣଙ୍କ ସ୍ୱଭାବ କାରଣରୁ ଆପଣ ବିଜୟୀ ହେବେ। ମାନସିକ ରୂପରେ ଆପଣ ଶାନ୍ତ ରହିବେ।

କର୍କଟ ରାଶି: ନୂଆ ବିଚାର ମନରେ ଆସିବ। ଆଜି ଆପଣଙ୍କ ଆମଦାନୀ ବଢ଼ିବ, କିନ୍ତୁ ଖର୍ଚ୍ଚ ମଧ୍ୟ ସେହି ହିସାବରେ ବଢ଼ିବ। ଖର୍ଚ୍ଚରେ ତାଳମେଳ ରଖନ୍ତୁ। ବିଦ୍ୟାର୍ଥୀ ବର୍ଗ ନିଜର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିବେ। ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସହ ଜଡିତ ଚ୍ୟାଲେଞ୍ଜର ସାମନା କରିବାକୁ ହେବ। ଆଜି ପ୍ରେମୀ ଆପଣଙ୍କୁ କିଛି ଗିଫ୍ଟ ଦେବେ। ପିତାଙ୍କ ସାନିଧ୍ୟ ପ୍ରାପ୍ତ ହେବ। ଭୁଲର ଅନୁତାପ କରିବେ।

ସିଂହ ରାଶି: ଆଜି ପାରିବାରିକ ସଦସ୍ୟ ବା ଜୀବନସାଥୀଙ୍କ ସହଯୋଗ ପାଇବେ। ଆପଣ ନିଜ ସାଥୀଙ୍କ ସହ ବାହାରକୁ ବୁଲି ଯିବାର ପ୍ଲାନ କରିବେ। ଘରେ ବଡ଼ମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ରୋଜଗାର ପ୍ରାପ୍ତିର ପ୍ରୟାସରେ ସଫଳ ହେବେ। ଶତ୍ରୁ ଆପଣଙ୍କ ଲାଭ ଉଠାଇବାକୁ ଚେଷ୍ଟା କରିବେ, କିନ୍ତୁ ଆପଣ ସେହି ସମସ୍ୟାରୁ ବାହାରି ଆସିବେ। ଆଜି ଆପଣଙ୍କ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ।

କନ୍ୟା ରାଶି: ପରିବାର ଲୋକଙ୍କ ରୋଜଗାରରେ ବୃଦ୍ଧି ହେବ। ଅନ୍ୟର ନଜରିୟାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଦିନରେ କିଛି ସମୟ ପୂଜା ପାଠରେ ଲଗାଇବେ। ଯଦି କାମ କରିବାରେ କିଛି ସମସ୍ୟା ହେଉଛି ତେବେ କିଛି ସମୟ ପାଇଁ ରହି ଯାଆନ୍ତୁ। ଆପଣଙ୍କର ବିଜନେସ୍ ଡିଲ୍ ହୋଇପାରେ। ଆଜି ଆପଣଙ୍କର ଅଟକିଥିବା ଧନ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କିଛି ଖାସ୍ କାମକୁ ନେଇ କନଫ୍ୟୁଜ୍ ହେବେ।

ତୁଳା ରାଶି: ନିଷ୍ପତ୍ତି ନେବାର କ୍ଷମତାରେ ବୃଦ୍ଧି ହେବ। ଆପଣଙ୍କୁ ପ୍ରଭାବଶାଳୀ ଲୋକଙ୍କ ସହ ଦେଖା କରିବାର ଅବସର ମିଳିବ। ଗୃହସ୍ଥ ଜୀବନ ବ୍ୟତୀତ କରୁଥିବା ଲୋକେ ନିଜ ସାଥୀଙ୍କ ସହ କିଛି ସମୟ ବିତାଇବେ। ସନ୍ତାନ ସହ ଜଡିତ ସମସ୍ୟାର ସମାଧାନ ହେବ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବେତନଭୋଗୀ ଲୋକଙ୍କୁ ଅତିରିକ୍ତ କାମ କରିବାକୁ ପଡିବ ଓ ବହୁତ ଦୌଡଧପଡ଼ କରିବାକୁ ହେବ।

ବିଛା ରାଶି: ବିତ୍ତୀୟ ମାମଲାର ସମାଧାନ ବାହାର କରିବେ। ବଡ଼ମାନଙ୍କୁ ଦେଇଥିବା ପରାମର୍ଶ ଆଜି ଆପଣଙ୍କ କାମରେ ଆସିବ। ଘର ପରିବାରର କାମ ସହଜରେ ପୂରା କରିବେ। ଭବନ, ବାହନ ଇତ୍ୟାଦି ସୁବିଧାରେ ସମୟ ଅନୁସାରେ ପ୍ରାପ୍ତ ହେବ। ଘରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଆଖପାଖର ଜରୁରୀ ଜିନିଷ ପ୍ରତି ଆପଣ କମଜୋର ରହିବେ। ଆଜି ଛାତ୍ର ନିଜ ପଢ଼ାରେ ଧ୍ୟାନ ଦେବେ। ଘରେ ସୁଖ ଶାନ୍ତିରେ ବୃଦ୍ଧି ହେବ।

ଧନୁ ରାଶି: ଭୌତିକ ସୁଖସୁବିଧାରେ ବୃଦ୍ଧି ହେବ। ଆପଣଙ୍କର କିଛି ଟଙ୍କା ବ୍ୟୟ ହୋଇପାରେ। ସାମାଜିକ ସ୍ତରରେ ଅଧିକ ବ୍ୟସ୍ତ ରହିବେ, ତେଣୁ ନିଜ ପାଇଁ ସମୟ ବାହାର କରି ପାରିବେ ନାହିଁ। କାରବାର ଯାତ୍ରାର ଯୋଗ ଅଛି। ନୂଆ ବ୍ୟାପାରିକ ଅନୁବନ୍ଧ ହେବ। କାର୍ଯ୍ୟସ୍ଥଳରେ ଆପଣଙ୍କ ସିନିୟର୍ସ ଆପଣଙ୍କ ସହଯୋଗ କରିବେ। ଆପଣଙ୍କ ଇନକମ ଭଲ ରହିବ। ଅନେକ ପ୍ରକାରର ରୋଚକ ବିଚାର ଓ ଯୋଜନା ଆଜି କରିପାରନ୍ତି।

ମକର ରାଶି: ବ୍ୟକ୍ତିଗତ ସମସ୍ୟା ସହ ଜଡିତ କିଛି ଜରୁରୀ ତଥ୍ୟ ମିଳିପାରେ। ଆପଣଙ୍କୁ ଅନେକ ସଂଘର୍ଷ ପରେ ପରିଣାମ ମିଳିବ। ଏହି ସମୟରେ କିଛି ନୂଆ ଲୋକଙ୍କ ସହ ଦେଖା ହେବ, ଯେଉଁମାନେ ଜୀବନରେ ନୂଆ ଦିଶା ବଦଳାଇ ଦେବେ। ଆଜି ଆପଣଙ୍କ ଆମଦାନୀରେ ବୃଦ୍ଧି ହେବାର ସମ୍ଭାବନା ଅଛି। ମନ ପ୍ରସନ୍ନ ରହିବ। ବେରୋଜଗାରଙ୍କୁ ବଡ଼ କମ୍ପାନୀରେ ଚାକିରିର ଅବସର ପ୍ରାପ୍ତ ହେବ। ଆପଣ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ, ନଚେତ ଟଙ୍କା ଫେରି ପାଇବାରେ ଆପଣଙ୍କୁ ସମସ୍ୟା ହୋଇପାରେ।

କୁମ୍ଭ ରାଶି: ବାହନ କ୍ରୟ କରିବାର ଯୋଗ ଅଛି। ସ୍ୱାସ୍ଥ୍ୟ ଉତ୍ତମ ରହିବ। କିଛି ବଡ଼ କାମ କରିବାରେ ଆଗ୍ରହୀ ହେବେ। ପାରିବାରିକ ଜୀବନ ସୁଖଦ ରହିବ। ପିତାଙ୍କ ସହ ସମ୍ପର୍କ ଭଲ ରହିବ ଓ ତାଙ୍କ ଠାରୁ ଲାଭ ପାଇବେ। ଆପଣଙ୍କର କିଛି କାମ ସହଜରେ ପୂରା ହେବ। ଆଜି ଆପଣଙ୍କୁ ସିତାରା ଆପଣଙ୍କୁ ଯଶ ପ୍ରାପ୍ତ କରାଇବ। ବ୍ୟାପାର ସମ୍ବନ୍ଧିତ ଲୋକଙ୍କୁ ବିଶ୍ୱସ୍ତତାରେ କାର୍ଯ୍ୟ କରିବାର ଅଛି। ଅଟକିଥିବା ଯୋଜନା ପୁଣି ଥରେ ଆରମ୍ଭ ହେବାର ସଠିକ୍ ସମୟ ଆସିଯାଇଛି।

ମୀନ ରାଶି: କୋର୍ଟ କଚେରୀ ମାମଲାରୁ ମୁକ୍ତି ପାଇବେ। ଆଜି ସମୟ ଅନୁଯାୟୀ ଆପଣ ନିଜର ଦାୟିତ୍ୱ ନିଭାଇବେ। ଆପଣ ଯାତ୍ରା କରିପାରନ୍ତି। ସାମାଜିକ କାର୍ଯ୍ୟରେ ଭାଗ ନେବେ। ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଭଲ ଅଛି। ଛୋଟ ସ୍ତରରୁ କରାଯାଇଥିବା ଯୋଜନା ଆଜି ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

Type and hit Enter to search

Close