Breaking News

ଆଜିର ରାଶିଫଳ, ୭ ଡିସେମ୍ବର ୨୦୨୫, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

 

ମେଷ ରାଶି: ଆଜି କାରୋବରରେ ଲାଭ ଦେଖିବାକୁ ମିଳିବ। ଉଶ୍ଚାହ ସହକାରେ ଆପଣ କାର୍ଯ୍ୟ ଆରମ୍ଭ କରିବେ। ଅତିଥିମାନଙ୍କର ଚର୍ଚ୍ଚା କରି ଆପଣ ଆନନ୍ଦ ଅନୁଭବ କରିବେ। ସନ୍ତାନ ଆପଣଙ୍କର ଆଜ୍ଞାର ପାଳନ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପୈତୃକ ସମ୍ପତ୍ତି ଲାଭ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶିକ୍ଷଣୀୟ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବୃଦ୍ଧି ହେବ। ଦିନ ସାରା ସାକାରାତ୍ମକ ଊର୍ଜା ଆପଣଙ୍କ ଠାରେ ଦେଖାଯିବ। ଚାକିରି କ୍ଷେତ୍ରରେ ନୂଆ ଅବସର ମିଳିପାରେ।


ବୃଷ ରାଶି: ଶିକ୍ଷା ତଥା ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ। ଆଜି କୌଣସି ବଡ଼ ଯୋଜନା ଆରମ୍ଭ କରିବେ, ଯାହାର ଫାଇଦା ଆପଣ ଭରପୁର ପାଇବେ। ଆପଣ ନୂଆ ବସ୍ତ୍ର କ୍ରୟ କରିବେ। କୌଣସି କଥାକୁ ନେଇ ଆପଣଙ୍କ ମନରେ ଭୟ ସୃଷ୍ଟି ହୋଇପାରେ। କୌଣସି ଅଜଣା ବ୍ୟକ୍ତି ସହ ଆପଣଙ୍କର ଭେଟ ହୋଇପାରେ। ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟ ଭଲ ରହିବ।


ମିଥୁନ ରାଶି: ଆଜି ଆପଣ ଭାଗ୍ୟ ଉପରେ ଅଧିକ ଭରସା କରିବେ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଆଲୋଚନା ହୋଇପାରେ। ଅଧିକାରୀ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ସହଯୋଗ କରିବେ। କିଛି ନୂଆ ଶିଖିବାର ଚ୍ୟାଲେଞ୍ଜ ଆପଣ ଗ୍ରହଣ କରିବେ। ଆପଣ ନିଜ ଯୋଜନାକୁ ଗୁପ୍ତ ରଖନ୍ତୁ। ଜୀବନସାଥୀଙ୍କ ଠାରୁ ଆପଣ ଲାଭବାନ ହେବେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ, ଯାହା ଦ୍ୱାରା ଲୋକମାନେ ଆପଣଙ୍କର ମାର୍ଗଦର୍ଶନ କରିବେ।


କର୍କଟ ରାଶି: ଆଜି ଆପଣ ନିଜ ମନ ପସନ୍ଦ ଅନୁଯାୟୀ କାମ ଆରମ୍ଭ କରିବେ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିବ। କୌଣସି ବଡ଼ କାମ ଆରମ୍ଭ କରିବା ପୂର୍ବରୁ ବଡ଼ ଗୁରୁଜନମାନଙ୍କର ପରାମର୍ଶ ନିଅନ୍ତୁ। ପୁରୁଣା ନିବେଶ କରିଥିଲେ ସେଥିରୁ ଲାଭବାନ ହେବେ। ପ୍ରଶାସନିକ କ୍ଷେତ୍ରରେ ଆପଣ ସଫଳ ହେବେ। ପରିବାର ବର୍ଗ ସହ ଆନନ୍ଦମୟ ସମୟ ବିତାଇବେ। ଅବିବାହିତଙ୍କର ବିବାହ ପ୍ରସ୍ତାବ ଆସିପାରେ।


ସିଂହ ରାଶି: ଆଜି ଆପଣ କୌଣସି କାମକୁ ନେଇ ଦରକାର ଠାରୁ ଅଧିକ ଚିନ୍ତା କରିବେ। ଆପଣଙ୍କ ଯୋଗ୍ୟତା ଅନୁଯାୟୀ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ ବଜେଟରେ ପ୍ରଭାବ ପଡିପାରେ। ପରିବାର ଲୋକଙ୍କ ସହ ଧାର୍ମିକ ଅନୁଷ୍ଠାନକୁ ଯାତ୍ରା କରିବେ। ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ।


କନ୍ୟା ରାଶି: ଆଜି ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ସମୟ ଭଲ ରହିବ। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜିର ଦିନଟି ଅନୁକୂଳ ରହିବ। ଭାଇ ଭଉଣୀଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ। ବେପାର କ୍ଷେତ୍ରରେ ଉନ୍ନତି ଦେଖାଯିବ। ସମାଜରେ ଖ୍ୟାତି ବୃଦ୍ଧି ହେବ, ଯାହା ଦ୍ୱାରା ଆପଣ ପ୍ରଶଂସାର ପାତ୍ର ହେବେ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ସମ୍ପର୍କ ନିବିଡ଼ତା ରହିବ।


ତୁଳା ରାଶି: ଆଜି ଆପଣ ଏମିତି ନିଷ୍ପତ୍ତି ନେବେ ଯାହା ଆପଣଙ୍କର ଭବିଷ୍ୟତ ପାଇଁ ଲାଭଦାୟକ ହେବ। ଜୀବନସାଥୀଙ୍କ ସହ ଆପଣ ଭଲ ମନ୍ଦ କଥା ଆଲୋଚନା କରିବେ। ଅଟକି ରହିଥିବା କାମ ପୂରା ହେବ। କୌଣସି ଜାଗାକୁ ଯାତ୍ରା କରିବେ। ନୂଆ ଦାୟିତ୍ୱ ପରିବାରରେ ଆପଣଙ୍କୁ ମିଳିପାରେ। ଆପଣଙ୍କ ଯାତ୍ରା ସୁଗମ ହେବ। ପ୍ରେମ ଜୀବନରେ ସମୟ ଭଲ ରହିବ। କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ।


ବିଛା ରାଶି: ପ୍ରିୟ ଓ ସମ୍ବନ୍ଧୀଙ୍କ ସହ ଆପଣଙ୍କର ଭେଟ ହୋଇପାରେ। ବିଦେଶକୁ ଯାତ୍ରା କରିବାର ଅବସର ମିଳିପାରେ। ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଗରେ ରହିବେ। ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ। ସନ୍ତାନମାନଙ୍କ ତରଫରୁ ଶୁଭ ସମ୍ବାଦ ଶୁଣିବାକୁ ପାଇବେ। ପରିବାର ଲୋକଙ୍କ ସହଯୋଗ ପାଇବେ।


ଧନୁ ରାଶି: ଆଜି ଆପଣଙ୍କର ପ୍ରେମ ଜୀବନରେ ସମୟ ଭଲ ରହିବ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ। ମାତା ପିତାଙ୍କ ସହଯୋଗ ପାଇବେ। ଭାଇ ଭଉଣୀଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ଜୀବନରେ କିଛି ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ। ମନରେ ଆଗ୍ରହ ସୃଷ୍ଟି ହେବ। ସନ୍ତାନମାନଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ଆପଣ ଅଧିକ ରୁଚି ରଖିବେ। ସ୍ୱାସ୍ଥ୍ୟ ଭଲ ରହିବ।


ମକର ରାଶି: ଆଜି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବେ। ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ। ଆଜି ଆପଣ ନୂଆ କାରବାର ଆରମ୍ଭ କରିବା ପାଇଁ ଚିନ୍ତା କରିବେ। ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ରୋଜଗାର କରିବାର ପ୍ରୟାସରେ ଆପଣ ସଫଳ ହେବେ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଚାକିରି କ୍ଷେତ୍ରରେ ଉଚ୍ଚ ପଦ ହାସଲ କରିବେ। ପାରିବାରିକ ବାତାବରଣ ସୁଖଦ ରହିବ।


କୁମ୍ଭ ରାଶି: ଆଜି ଆପଣଙ୍କର ଦିନଟି ବ୍ୟସ୍ତତା ଭିତରେ ରହିବ। ଆପଣ ନୂଆ ଊର୍ଜା ସହ ଭରପୁର ରହିବେ। କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ। ସମାଜରେ ଖ୍ୟାତି ପ୍ରତିଷ୍ଠା ହେବ, ଯାହା ଦ୍ୱାରା ଅନ୍ୟମାନେ ଆପଣଙ୍କର ମାର୍ଗଦର୍ଶନ କରିବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। କୌଣସି ପୁରୁଣା ମିତ୍ରଙ୍କ ସହ ଆପଣଙ୍କର ଭେଟ ହୋଇପାରେ। ମିତ୍ରମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।


ମୀନ ରାଶି: ଆଜି ଆପଣ ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସମ୍ପର୍କରେ ଆସି ଫାଇଦାରେ ରହିବେ। ଘରେ ପ୍ରସନ୍ନତା ପୂର୍ଣ୍ଣ ମାହୋଲ ରହିବ। ଆପଣଙ୍କର ପୁରୁଣା ସ୍ମୃତି ତାଜା ହେବ, ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ଅନ୍ୟମାନଙ୍କୁ ଆକର୍ଷଣ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ପ୍ରତିଷ୍ଠା ହେବ। ଯଦି ଆପଣ ବିବାହିତ ତେବେ ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

Type and hit Enter to search

Close