Breaking News

ଆଜିର ରାଶିଫଳ, ୧ ଡିସେମ୍ବର ୨୦୨୫, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି –

ଆଜି ଆପଣଙ୍କର କାନୁନି ମାମଲା ଦୂର ହେବ ଏବଂ ଆପଣ ସେଥିରୁ ଆଶ୍ୱସ୍ତି ପାଇବେ। ତେବେ, ଦାଂପତ୍ଯ ଜୀବନରେ କଳହ ହେବାର ଆଶଙ୍କା ରହିଛି, ତେଣୁ ଧ୍ୟାନ ରଖନ୍ତୁ ଏବଂ କଥାବାର୍ତ୍ତାରେ ସଂଯମତା ବଜାୟ ରଖନ୍ତୁ। କାର୍ଯ୍ୟ ସ୍ଥଳରେ ଦିନ ଭଲ ରହିବ। ଆପଣ ସଫଳତା ପୂର୍ବକ ନିଜର କାମକୁ ଶେଷ କରିବାରେ ନଜର ଆସିବେଛାତ୍ରଙ୍କ ପାଇଁ ସମୟ ଭଲ ରହିବ। କିନ୍ତୁ ମନରେ ଖରାପ ବିଚାର ଆସିବାର ଆଶଙ୍କା ରହିଛି, ତେଣୁ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ଆପଣଙ୍କର ଆମଦାନୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ ଏବଂ ସମସ୍ତଙ୍କ ସହ ଆପଣଙ୍କ ଭଲରେ କଥା ହେବେ

ବୃଷ ରାଶି –

ଆଜି ପାରିବାରିକ ଜୀବନରେ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇପାରେ, ଯାହା ଘରେ ଖୁସିର ମାହୋଲ ସୃଷ୍ଟି କରିବ। ପରିବାରରେ କାହା ସହ ବାଦ ବିବାଦ କରନ୍ତୁ ନାହିଁ ନଚେତ ସମସ୍ୟା ଆସିପାରେଆପଣ ପ୍ରେମ ସମ୍ପର୍କରେ ଭାଗ୍ୟଶାଳୀ ରହିବେ। କିନ୍ତୁ ଅଧିକ ଆବେଗ କାରଣରୁ ଜୀବନ ସାଥୀଙ୍କ ସହ ଆପଣଙ୍କର ମତଭେଦ ହୋଇପାରେକାର୍ଯ୍ୟ ସ୍ଥଳରେ ଲୋକଙ୍କର ସାହାଯ୍ୟ ମିଳିବାରୁ ଆପଣ ଖୁସି ଅନୁଭବ କରିବେପୁଣି ନିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବପଢ଼ାରେ ମନ ଲାଗିବ ଏବଂ ଉଚ୍ଚ ଶିକ୍ଷାର ପ୍ରୟାସରେ ସଫଳତା ମିଳିବ

ମିଥୁନ ରାଶି –

ଆଜି ଆପଣ ଶାରୀରିକ ଓ ମାନସିକ ରୂପରେ ଅସ୍ଥିରତା ଅନୁଭବ କରିବେ। ଏଥିପାଇଁ ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ କରନ୍ତୁକାହା କଥାରେ ନ ପଡ଼ି ଭୁଲ ନିସ୍ପତି ନିଅନ୍ତୁ ନାହିଁ ଯାହାର ପରିଣାମ ଆପଣଙ୍କୁ ଆଗକୁ ଯାଇ ଭଲ ମିଳିବ ନାହିଁମାତା ବା ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତାରେ ରହିବେଅଚାନକ ଯାତ୍ରା କରିବାର ଯୋଗ ରହିଛିଧନ ଖର୍ଚ୍ଚ ଉପରେ ଆପଣ କାବୁ କରି ପାରିବେ ନାହିଁ, ତେଣୁ ବ୍ୟୟ ଉପରେ ଧ୍ୟାନ ଦିଅନ୍ତୁ। ନିଜ ଠାରୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ଆପଣ ପାଇବେ

କର୍କଟ ରାଶି –

କାରୋବାର ବର୍ଗଙ୍କୁ ଭଲ ଫାଇଦା ମିଳିବ ଏବଂ ବ୍ୟବସାୟରେ ବୃଦ୍ଧି ହେବ। ଯଦି ଆପଣ କୌଣସି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ବୁଝି ବିଚାରି କରନ୍ତୁକାହାର ଅପମାନ କରନ୍ତୁ ନାହିଁ ଏବଂ ସମ୍ମାନର ସହ କଥାବାର୍ତ୍ତା କରନ୍ତୁ। ପିଲା ମାନେ ଘର କାମରେ ଆପଣଙ୍କୁ ସାହାଯ୍ୟ କରିବେ। ଆଜି ଦିନଟି ଚାକିରି ସନ୍ଧାନ କରୁଥିଲେ ବିଳମ୍ବ ହୋଇପାରେସମାଜରେ ମାନ ସମାନ ପ୍ରତିଷ୍ଠା ହେବ, ଯାହା ଦ୍ୱାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେଅଟକି ରହିଥିବା ଧନ ଫେରି ପାଇବେ

ସିଂହ ରାଶି –

ଆଜି ଦିନଟି ଶୁଭ ଫଳଦାୟକ ରହିବଆପଣଙ୍କର ପ୍ରତ୍ୟେକ କାମ ସଫଳତାର ସହ ପୁରା ହେବଯୁବକ ମାନେ ଦୁର୍ଘଟଣା ପ୍ରତି ସଚେତନ ରୁହନ୍ତୁପରିବାରରେ ନିଜ ଲୋକଙ୍କ ସହ ତାଳମେଳ ରଖିକି ଚାଳନ୍ତୁ, କାରଣ ମନାନ୍ତର ହେବାର ଆଶଙ୍କା ରହିଛି। ଆପଣ ଯାତ୍ରା କରିବା ପାଇଁ ପ୍ଲାନିଙ୍ଗ କରିବେପିତାଙ୍କ ପଦ ଉନ୍ନତି ହେବାର ଅଧିକ ସମ୍ଭାବନା ରହିଛି। କୌଣସି କାର୍ଯ୍ୟରେ ଯାତ୍ରା କରିବାକୁ ପଡ଼ିପାରେକାର୍ଯ୍ୟରେ ଯଶ ପ୍ରାପ୍ତ ହେବଭାଗ୍ୟର ସହଯୋଗ କାରଣରୁ ଆପଣ ଛୋଟ ଛୋଟ କଥାରେ ଖୁସିରେ ରହିବେ

କନ୍ୟା ରାଶି –

ଆଜି ଆପଣ କୌଣସି କଥାକୁ ନେଇ ଚିନ୍ତାରେ ରହିବେନୂଆ କାମ ବା ଦାୟିତ୍ୱ ମିଳିପାରେବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିବଶିକ୍ଷା କ୍ଷେତ୍ରରେ ଉଚ୍ଚ ସ୍ତରକୁ ଯିବେକାରୋବାରରେ ଲାଭ ହେବଆୟରେ ମଧ୍ୟ ବୃଦ୍ଧି ହୋଇପାରେସାମାଜିକ କ୍ଷେତ୍ରରେ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆଜି ଆପଣଙ୍କ ପରିବାରରେ ସୁଖର ଅନୁଭୂତି ଅନୁଭବ କରିବେପରିବାର ଲୋକଙ୍କ ସହ ଅଧିକ ସମୟ ବ୍ୟତୀତ କରିବେମିତ୍ର, ପ୍ରିୟଜନଙ୍କ ଠାରୁ ଉପହାର ପାଇବେ

ତୁଳା ରାଶି –

ଆଜି ପରିବାରରେ ମାତା ପିତାଙ୍କ ସହଯୋଗ ସବୁଠାରୁ ଅଧିକ ମିଳିବମନରେ କୌଣସି କାରଣରୁ ମାନସିକ ଚିନ୍ତା ଆସିପାରେଅଧ୍ୟୟନରେ ବେହତର ସଫଳତା ମିଳିବାର ଯୋଗ ରହିଛିଭାଇ ମାନଙ୍କ ସହ ବିବାଦ ହେବାର ସ୍ଥିତି ଦେଖା ଯାଇପାରେ, ତେଣୁ ଶାନ୍ତିରେ କାମ କରନ୍ତୁ ଓ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁସନ୍ତାନ ମାନଙ୍କର ବିବାହକୁ ନେଇ ଚିନ୍ତାରେ ରହିବେଆଜି ଦିନଟି କିଛି ମିଶ୍ରିତ ପରିଣାମ ପ୍ରଦାନ କରିବକିଛି ସାକାରାତ୍ମକ ଘଟଣା ଘଟିପାରେ କିନ୍ତୁ ଏହାର ପୁରା ଲାଭ ମିଳିବ ନାହିଁ

ବିଛା ରାଶି –

ଆପଣଙ୍କୁ ନିଜର ସାଜସଜ୍ଜାରେ ଧ୍ୟାନ ଦିଅନ୍ତୁ ଏବଂ ନିଜ ପ୍ରତି ଯତ୍ନବାନ ହୁଅନ୍ତୁ। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେବ୍ୟକ୍ତିଗତ ଜୀବନରେ ବାଦ ବିବାଦକୁ ନେଇ ଚିନ୍ତାରେ ରହିବେବ୍ୟାପାରରେ ଭଲ ଲାଭ ମିଳିବ କିନ୍ତୁ ଅଧିକ ମେହନତ କରିବାକୁ ପଡ଼ିବସତ୍ କାମରେ ରୁଚି ବଢ଼ିବଦୁଷ୍ଟ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁକୌଣସି ସ୍ଥାନକୁ ଯାତ୍ରା କରିବାର ପ୍ଲାନିଙ୍ଗ କରିବେକ୍ରୋଧ ଉପରେ କାବୁ ରଖନ୍ତୁକାର୍ଯ୍ୟ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତ ହେବପିତାଙ୍କ ସେବା କରିବାର ଶୁଭ ଫଳ ପ୍ରାପ୍ତ ହେବ

ଧନୁ ରାଶି –

ଆଜି ଭୌତିକ ସୁଖ ସୁବିଧାର ଅଭାବ ରହିବ। ତେବେ, ଆପଣ ନିଜକୁ ଫିଟ୍ ଅନୁଭବ କରିବେ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବେ। ଯଦି ଆପଣ ସାମାଜିକ କାର୍ଯ୍ୟରେ ସହଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ସେଥିରୁ ଆପଣଙ୍କୁ ଲାଭ ମିଳିବମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିପାରେନିଜର ଗୁରୁଙ୍କୁ କିଛି ଉପହାର ପ୍ରଦାନ କରନ୍ତୁଏମିତି କରିଲେ ଆପଣଙ୍କର ସବୁ ସମସ୍ୟାର ନିବାରଣ ହେବମେହନତ ଅଧିକ କରିବାକୁ ହେବବିବାଦ କାରଣରୁ କ୍ଳେଶ ବଢ଼ିବନୂଆ ଯୋଜନା ଉପରେ କାମ ଆରମ୍ଭ କରିବେ

ମକର ରାଶି –

ଆଜି ଆପଣଙ୍କୁ ଶାନ୍ତି ମିଳିବ ଏବଂ ମାନସିକ ସ୍ତରରେ ଆଶ୍ୱସ୍ତ ଅନୁଭବ କରିବେ। ଖେଳ ପ୍ରେମିକଙ୍କୁ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବଶତ୍ରୁ ବି ଆପଣଙ୍କର ମିତ୍ର ହେବେ ଏବଂ ଶତ୍ରୁତା ଦୂର ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ ଏବଂ ଏମିତି କରିଲେ ଆପଣ ଫାଇଦାରେ ରହିବେପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ ବ୍ୟତୀତ କରିବେବାରମ୍ବାର ଲଗାତାର କରିଥିବା ପ୍ରୟାସ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ସାବ୍ୟସ୍ତ ହେବନକାରାତ୍ମକରେ ବୃଦ୍ଧି ହେବ, ତେଣୁ ସକାରାତ୍ମକ ରୁହନ୍ତୁ। ସମ୍ପର୍କୀୟ ଓ ମିତ୍ରଙ୍କ ଠାରୁ ସାହାଯ୍ୟର ଆଶା କରିବେ

କୁମ୍ଭ ରାଶି –

ଆଜି ଆପଣଙ୍କୁ ଅଧିକାରରେ ବୃଦ୍ଧି ସହ ଉତ୍ତର ଦାୟିତ୍ୱ ବଢ଼ିପାରେ। ଆଜି ପରିଜନ ଓ ସାଥିରେ କାମ କରୁଥିବା ଲୋକଙ୍କ ସହ ମନାନ୍ତର ହୋଇପାରେ। ଆଜି ଆପଣ ପ୍ରତ୍ୟେକ କାମରେ ସଫଳତା ମିଳିବଆପଣଙ୍କର ଅଟକି ରହିଥିବା କାମ ପୂରଣ ହୋଇପାରେଶୈକ୍ଷିକ କାମରେ ସଫଳତା ମିଳିପାରେଉଚ୍ଚ ଶିକ୍ଷା ପାଇଁ ବିଦେଶକୁ ଯାତ୍ରା କରିବାର ଯୋଗ ରହିଛିଭଲ ଚାକିରି ମିଳିବାର ଯୋଗ ରହିଛିମହିଳା ମାନଙ୍କ ପାଇଁ ସମୟ ଭଲ ରହିବଅଚାନକ କୌଣସି ସ୍ଥାନରୁ ଖୁସି ଖବର ଶୁଣିବାକୁ ମିଳିପାରେ

ମୀନ ରାଶି –

ଆଜି ଆପଣଙ୍କ ପାଇଁ ବେହତର ହେବ କି ଗୋଟେ କାମ ସରିବା ପରେ ଆଉ ଗୋଟେ କାମ କରନ୍ତୁ। ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କର ଅଧିକାର ବଢ଼ିବ। ଯାହା ଦ୍ୱାରା ଆପଣଙ୍କୁ ଆର୍ଥିକ ଲାଭ ଓ ସମାନ ମିଳିବପରିବାର ତରଫରୁ ଶୁଭ ସମାଚାର ମିଳିବପଡ଼ୋଶୀଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁଆପଣଙ୍କ ବ୍ୟାପାରରେ କିଛି ନୂଆ ଓ ଲାଭକାରୀ ପରିବର୍ତ୍ତନ ହୋଇପାରେଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ୍ କରନ୍ତୁ।

Type and hit Enter to search

Close